ଉଷା ପାଢ଼ୀଙ୍କୁ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟିର ଡ଼ିଜି ଭାବେ ଦାୟିତ୍ୱ

ନୂଆଦିଲ୍ଲୀ, ୨୯/୮: କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷା ପାଢ଼ୀଙ୍କୁ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟିର ଡ଼ିଜି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ଦୀର୍ଘ ୩୩ବର୍ଷ ମଧ୍ୟରେ ପ୍ରଥମ ମହିଳା ଡ଼ିଜି ଭାବେ ଉଷା ମନୋନୀତ ହୋଇଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ କାମ କରିଆସୁଥିବା ଉଷା ପାଢ଼ୀଙ୍କ କାର୍ଯ୍ୟଶୈଳୀକୁ ଦେଖି ଏହି ସଂସ୍ଥାର ଡ଼ିଜି ଦାୟିତ୍ୱ ମିଳିଥବା ନେଇ ସୂଚନା ମିଳିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close