ଲଘୁଚାପଜନିତ ବର୍ଷା ଯୋଗୁଁ ଯାଜପୁରରେ ବୈତରଣୀ ଓ ବ୍ରାହ୍ମଣୀରେ ବନ୍ୟା

ଯାଜପୁର ; ୨୭/୮ : ଲଘୁଚାପ ବର୍ଷା ଦୀର୍ଘ ୩ ଦିନଧରି ଲାଗିରହିଥିବାରୁ ଅନେକ ସ୍ଥାନରେ ବର୍ଷା ପାଣି ଯୋଗୁଁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଫଳରେ ଜନବସତି ଉପରେ ଘୋର ପ୍ରଭାବ ପଡିଛି । ବହୁ ଅଞ୍ଚଳ ଜଳବନ୍ଦୀ ଥିବାବେଳେ ଘରେ ଘରେ ପାଣି ପଶିଛି । କେଉଁଠି ଘାଇ ତ କେଉଁଠି ରାସ୍ତା ଉପରେ ପାଣି ଚାଲିଛି ତା ସହିତ କେଉଁଠି ନଦୀ ବନ୍ଧ ଭାଙ୍ଗି ଯାଇଛି ।  କିଛି ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଛି । ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି । ସମଗ୍ର ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରଶାସନ ସଜାଗ ରହିଛି ବୋଲି ପ୍ରକାଶ ପାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close