ଚଣ୍ଡିଖୋଲ-ପାରାଦୀପ ଜାତୀୟ ୫ନଂ(କ) ରାଜପଥର ମାର୍ଶାଘାଇର କୁସୁନପୁର ଛକ ନିକଟରେ କୃତିମ ପୋଖରୀ

କେନ୍ଦ୍ରାପଡ଼ା, ୨୬/୦୮: ଦୂର ଦୃଷ୍ଟିହୀନ କାର୍ଯ୍ୟ ଓ ରାସ୍ତାରେ ଅତ୍ୟଧିକ ଭାର ନେଇ ଟ୍ରକ ଚଳାଚଳ କରୁଥିବାରୁ ଖଣି-ବନ୍ଦରକୁ ସଂଯୋଗ କରୁଥିବା ଏବଂ ଯାଜପୁର ଓ କେନ୍ଦ୍ରାପଡ଼ାର ଜୀବନରେଖା ସଦୃଶ ୭୭ କି.ମି ଦୂରତ୍ୱ ବିଶିଷ୍ଟ ଚଣ୍ଡିଖୋଲ-ପାରାଦୀପ ଜାତୀୟ ୫ନଂ (କ) ରାଜପଥର କେତେକ ସ୍ଥାନରେ ବଡ଼ ବଡ଼ ଗର୍ତ ସୃଷ୍ଟି ହୋଇଛି । ଏବେ ଲଗାଣ ବର୍ଷା କାରଣରୁ ଠିକ୍ ଭାବେ ରାସ୍ତାରୁ ବର୍ଷା ଜଳ ନିଷ୍କାସିତ ହେବା ଭଳି ରାସ୍ତା ନିର୍ମିତ ନ ହେବା କାରଣରୁ ରାଜପଥର କେତେକ ସ୍ଥାନରେ ଜଳ ଜମି ରହି କୃତିମ ପୋଖରୀର ଭ୍ରମ ସୃଷ୍ଟି କରିବା ସହ ରାସ୍ତା ନଷ୍ଟ କରୁଛି । ପଥଚାରୀ, ଗାଡି ଚାଳକ ଆଦିମାନଙ୍କ ପାଇଁ ଯାତାୟତରେ ବାଧା ସୃଷ୍ଟି ହେଉଛି । ନିମ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇର କୁସୁନପୁର ଛକ ନିକଟରେ ରାଜପଥରେ ସୃଷ୍ଟି ହୋଇଥିବା ଗାଢ଼କୁ ଦେଖନ୍ତୁ:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close