ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗିରହିଥିବା ଯୋଗୁଁ ମହାନଦୀ ଓ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା । ସେପ୍ଟେମ୍ବର ୧୪ରୁ ବସିପାରେ ସଂସଦର ମୌସୁମୀ ଅଧିବେଶନ । ଅନଲାଇନ କିଣାକିଣି ପ୍ରତି ସାବଧାନ ଫୋନ ବଦଳରେ ପ୍ୟାକେଟରେ ଆସିଲା ସାବୁନ । ଆମେରିକାରେ ଦୁଇ ସପ୍ତାହରେ ୯୭ ହଜାର ଛାତ୍ରଛାତ୍ରୀ କରୋନା ସଂକ୍ରମିତ । ଏବେସୁଧା ଆମେରିକାରେ ୩ ଲକ୍ଷ ୪୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସଂକ୍ରମିତ । ଦେଶ ସାରା ବିଦ୍ୟାଳୟ ଗୁଡିକୁ ସେପ୍ଟେମ୍ବରରୁ ଖୋଲିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ଆମେରିକାର ସ୍ଥିତି ଚିନ୍ତାଜନକ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close