ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା, ବୃକ୍ଷରୋପଣ ଓ ମନ୍ଦିରର ଉନ୍ନତି ପାଇଁ ଆଲୋଚନା

ଧର୍ମଶାଳା, ୨୫/୦୮: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅର୍ନ୍ତଗତ ରାଇଛନ୍ଦା ଗ୍ରାମ ପଂଚାୟତର ସିଦ୍ଧପାଳ ଗ୍ରାମର ବିନୋଦ ପରିଡ଼ା ସ୍ପାଇନାଲ କର୍ଡ଼ ବ୍ୟାଧିରେ ପୀଡ଼ିତ ଥିବା ଓ ଅର୍ଥ ତାଙ୍କ ଚିକିତ୍ସାରେ ବାଧକ ସାଜିଥିବାର ଜାଣି ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଂପାଦକ ହିମାଂଶୁ ଶେଖର ସାହୁ ଆଜି ତାଙ୍କ ପାଖରେ ପହଚିଂ କିଛି ଆର୍ଥିକ ସହାୟତା କରିବା ସହ ସାଂଗରେ ନେଇଥିବା ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରିଥିଲେ । ଏହାପରେ ଶ୍ରୀ ସାହୁ ରେଖିଦେଇପୁର ଗ୍ରାମର ଭଗବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିବା ସହ ଆଗାମୀ ଦିନରେ ମନ୍ଦିରର ଉନ୍ନତି କରିବା ପାଇଁ ଆଲୋଚନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close