୭୪ ତମ ସ୍ଵାଧୀନତା ଦିବସ ଅବସରରେ ଉନ୍ମୋଚିତ ଉଦୟବଟ ଇ- ନ୍ୟୁଜ ପୋର୍ଟାଲ

ଯାଜପୁର :୧୬/୮-ନି.ପ୍ର: ଯାଜପୁର ଜିଲ୍ଲା ବ୍ୟାସନଗର ଉଦୟବଟ ପରିସରରେ  ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଉନ୍ମୋଚିତ ହୋଇଥିଲା ଉଦୟବଟ ଇ ନ୍ୟୁଜ. ଏହି ପବିତ୍ର ମୁହୂର୍ତରେ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଏବଂ ମୁଖ୍ୟ ଅତିଥି ଭାବେ ମାନବାଧିକାର ସାମାଜିକ ନ୍ୟାୟ ମଣ୍ଡଳର ମୁଖ୍ୟ ସଚିବ ଦୀପକ ରଞ୍ଜନ ପାଣିଗ୍ରାହୀ , ମୁଖ୍ୟ ବକ୍ତା ଡ୍ ଅକ୍ଷୟ କୁମାର ପଣ୍ଡା, ବରିଷ୍ଠ ସମାଜସେବୀ ଉପେନ୍ଦ୍ର ନାଥ ମହାନ୍ତି, ଶିକ୍ଷାବିତ ନୃସିଂହ ଚରଣ ବଳ, ଇଫକାଲର ଅଧିକାରୀ ରବୀନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।କୋଭିଡ ସମୟରେ ଉଦୟବଟ ବହୁ ଅଭବୀ, ଗରିବ, ଶ୍ରମିକଙ୍କୁ, ସହଯୋଗର ହାତ ବଢ଼ାଇ ଉଦାହରଣ ସୃଷ୍ଟି କରିଛି। ଏଥିରେ ଉଦୟବଟର କାର୍ଯ୍ୟକାରୀ ସମ୍ପାଦିକା ବିଦ୍ୟୁତପ୍ରଭା ରାୟ, ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର, କର୍ମଚାରୀ ସୁମିତ୍ରା ମିଶ୍ର, ପ୍ରଫୁଲ୍ଲ ବାରିକ, ସୁମନ ରାୟ, ଅଭିରାମ ପରିଡ଼ା, ସୁଦର୍ଶନ ନାୟକ ପ୍ରମୁଖ ସହଯୋଗ କରିଥିଲେ।ସ୍ୱାଧୀନତା ଦିବସ ଅବସରରେ ଉଦୟବଟ ତାର ନ୍ୟୁଜ ପୋର୍ଟାଲ କୁ ଉନ୍ମୋଚନ କରି ଯାଜପୁର ତଥା ଓଡ଼ିଶାରେ  ଏକ ନୂତନ ପରିଚୟ ସୃଷ୍ଟି କରିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close