ଲଗାତର ୩ୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରି ମୋଦି ରଚିବେ ଇତିହାସ

ନୂଆଦିଲ୍ଲୀ,୦୪/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଲଗାତର ୦୩ ଥର ପାଇଁ ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତର ପ୍ରଧାନମନ୍ତ୍ରୀ ପଦଭାର ଗ୍ରହଣ କରି ନରେନ୍ଦ୍ର ମୋଦି ଦେଶରେ କିର୍ତ୍ତୀମାନ ରେକର୍ଡ ସ୍ଥାପନ କରିବା ସହ ବିଶ୍ୱରେ ଭାରତର ଦବ୍‌ଦବା ଜାହିର କରିବାର ପଥ ପରିଷ୍କାର କରିଛନ୍ତି । ଏନଡିଏ ମେଂଟକୁ ଆବଶ୍ୟକୀୟ ସଂଖ୍ୟା ମିଳିଯାଇଥିବାର କୁହାଯାଉଥିଲେ ହେଁ ସଂପୂର୍ଣ୍ଣ ତଥ୍ୟ ଆସିବାକୁ ଆଉ ଅଳ୍ପ କେଇ ଘଂଟା ବାକି ରହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close