ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ଦାରିକୁ ନିନ୍ଦାକଲା ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି

ଭୁବନେଶ୍ୱର ୨୩/୦୩/୨୪(ଉ. ନ୍ୟୁଜ୍ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରିକୁ ନିନ୍ଦା କରିଛି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି । ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ୍ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ରମବର୍ଦ୍ଧିଷ୍ଣୁ ଲୋକ ପ୍ରିୟତାରେ ଭୟଭୀତ ହୋଇ ସଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେଜ୍ରିୱାଲ୍ଙ୍କୁ ଗିରଫ କରି ଏକ ମୋଦି ପ୍ର।ୟୋଜିତ ନିନ୍ଦା ଓ ଅପବାଦ ଲଦି ଦେବାକୁ ବସିଛନ୍ତି । ଇଣ୍ଡିଆର ଜନ ସାଧାରଣ ନରେନ୍ଦ୍ର ମୋଦିଙ୍କ ଏକଛତ୍ରବାଦ ପ୍ର।ୟୋଜିତ ଗିରଫଦାରି ଏବଂ ଅଗଣତାନ୍ତ୍ରିକ ଶାସନକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ୍ ଏକ ପ୍ରେସ ବିବୃତିରେ କହିଛନ୍ତି । ଶ୍ରୀ ମୋଦି ବର୍ତ୍ତମାନ ସ୍ଵାଧୀନତା ସଂଗ୍ରାମ ସମୟର ଅତ୍ୟାଚାରୀ ବ୍ରିଟିଶ୍ ଶାସକର ଭୂମିକା ଲିଭାଉଛନ୍ତି ବୋଲି ଶ୍ରୀ ରାଉତ୍ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close