ପୂର୍ବତନ ସରପଂଚ ତଥା ବରିଷ୍ଠ ସମାଜସେବୀ ପଦ୍ମନାଭ ବାଭିଙ୍କ ଦ୍ୱାଦଶ କ୍ରିୟା ଅନୁଷ୍ଠିତ

କୁଆଖିଆ,(ଅକ୍ଷୟ କୁମାର ସାହୁଙ୍କ ଠାରୁ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ବାହାଦଲାପୁର ପୂର୍ବତନ ସରପଂଚ ତଥା କୁଆଖିଆ ଅଂଚଳର ବରିଷ୍ଠ ସମାଜସେବୀ ପଦ୍ମନାଭ ବାଭିଙ୍କ ଦ୍ୱାଦଶ କ୍ରିୟା ତାଙ୍କ ବାହାଦଲାପୁର ସ୍ଥିତ ବାସଭବନରେ ଗତକାଲି (ଗୁରୁବାର) ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ତାଙ୍କର ଜ୍ୱାଇଁ ନନ୍ଦ କିଶୋର ତ୍ରିପାଠୀ ଏବଂ ଝିଅ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ପୂର୍ବତନ ବିଧାୟକ ତଥା ସିନେ ତାରକା ଆକାଶ ଦାସନାୟକ, ଧର୍ମଶାଳା ବ୍ଳକର ପୂର୍ବତନ ସରପଂଚ କିଶାନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଶିଶିର କୁମାର ମହାନ୍ତି, ଶିକ୍ଷାବିତ୍ ଚନ୍ଦ୍ରଶେଖର ନାୟକ, ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ସାମ୍ବାଦିକ ପଦ୍ମଲୋଚନ ନାୟକ, ଅରୁଣ ଦାସ, ବରିଷ୍ଠ ସମାଜସେବୀ ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close