ଯାଜପୁରରୋଡ଼ ବନ ଉନ୍ନୟନ ନିଗମ(ଓ.ଏଫ୍‌.ଡି.ସି) କାର୍ଯ୍ୟାଳୟରେ ୭୫ତମ ଜନରାଜ୍ୟ ଦିବସ ପାଳିତ

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବନ ଉନ୍ନୟନ ନିଗମ (ଓ.ଏଫ୍‌.ଡି.ସି) କାର୍ଯ୍ୟାଳୟରେ ୭୫ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ଏଥିରେ ଡିଭିଜିନାଲ ମ୍ୟାନେଜର ଜଗନ୍ନାଥ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ଏସ୍‌.ଡି.ଏମ୍ ବିନୋଦ କୁମାର ଜେନା ପ୍ରମୁଖ ନେଇ ଜନରାଜ୍ୟ ଦିବସର ତାତ୍ପର୍ଯ୍ୟତା ବିଷୟରେ ଆଲୋଚନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close