ଡୋଲିପୁର ଉପଡାକ ଘରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୌରପରିଷଦ (ଯାଜପୁରରୋଡ଼) ଅନ୍ତର୍ଗତ ନ୍ୟୁ ମାକ୍ରେଟସ୍ଥିତ ଡୋଲିପୁର ଉପ ଡାକଘରେ ୭୫ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ଏଥିରେ ପୋଷ୍ଟ ମାଷ୍ଟର ଦେବରଞ୍ଜନ ଦେଓ , ମନୋରଞ୍ଜନ ବୋଇତାଇ ଓ ପୂର୍ବତନ ବାୟୁସେନା ଅଧିକାରୀ ଅଶୋକ କୁମାର ପତି ପ୍ରମୁଖ ଅଂଶ ଗ୍ରହଣ କରି ଜନରାଜ୍ୟ ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋଚନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close