ବ୍ୟାସନଗର ପାୱାର ଏମ୍ପ୍ଲଇଜ୍ ତରଫରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ୟାସନଗର,୨୭/୦୧(ଉ.ନ୍ୟୁଜ୍ ବ୍ୟରୋ): ବ୍ୟାସନଗର ପାୱାର ଏମ୍ପ୍ଲଇଜ୍ ୟୁନିଅନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆସିଷ୍ଟାଂଟ ଡିଭିଜନ୍ ସମ୍ପାଦକ ଚନ୍ଦ୍ରମଣି ସାମଲଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା ଏବଂ ସମ୍ପାଦକ ଘନଶ୍ୟମ ରାଉତ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟତା ବିଷୟରେ ଆଲୋକପାତ କରିଥିଲେ । ଅଂଶ ଗ୍ରହଣ କରିଥିବା ସଭ୍ୟମାନଙ୍କ ମଧ୍ୟରେ ହେମନ୍ତ କୁମାର ନାୟକ, ପ୍ରମୋଦ କୁମାର ସାମଲ, ବିଶ୍ୱରଞ୍ଜନ ତ୍ରିପାଠୀ, ପ୍ରଦୀପ ଗାହାଣ, ରବୀନ୍ଦ୍ର କୁମାର ଭୂୟାଁ, ରାମଚନ୍ଦ୍ର ରାଉତ, ସୁରେଶ ରାଉତ ପ୍ରମୁଖ ଥିଲେ । ଶେଷରେ ରବୀନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close