କ୍ରୋମନଗର ବିଦ୍ୟାପୀଠରେ ସଫେଇ ଅଭିଯାନ

ବ୍ୟାସନଗର,୨୧/୦୧(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ ବିଦ୍ୟାପୀଠ ଠାରେ ଏକ ସଫେଇ ଅଭିଯାନ ଗତକାଲି ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଓଡ଼ିଶା ଖଣି ନିଗମର ଫେରୋକ୍ରୋମ ପ୍ଲାଂଟର ମୁଖ୍ୟ ରଶ୍ମିରଂଜନ ପରିଡ଼ା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜେ ସଫେଇ କରିବା ସହ ଅନ୍ୟମାନଙ୍କୁ ଏହି ମହତ୍ କାର୍ଯ୍ୟରେ ଉତ୍ସାହିତ କରିଥିଲେ । ଏଥିରେ ଫୋରେକ୍ରୋମ କାରଖାନାର ବରିଷ୍ଠ ଅଧିକାରୀ ରଶ୍ମିରଂଜନ ବିଶ୍ୱାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦେଓ, ନୂତନ ଆଇଚ୍‌, ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close