ବ୍ୟାସନଗର ଏନ୍‌ସି ହାଇସ୍କୁଲ ପଡ଼ିଆରେ ଆଜି ଓ ଆସନ୍ତା କାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ବ୍ୟାସନଗର,୨୦/୦୧(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଏନ୍‌ସି ହାଇସ୍କୁଲ ପଡ଼ିଆରେ ବ୍ୟାସଧୁନ୍ ମ୍ୟୁଜିକାଲ ନାଇଟ୍ ତରଫରୁ ଆଜି ଓ ଆସନ୍ତା କାଲି ସନ୍ଧ୍ୟାରେ ଦୁଇ ଦିନଆ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟ୍ରକମ ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ସମାଗମ ହେବାର ଆଶଙ୍କା କରାଯାଉଛି । ସଂଘ ତରଫରୁ ସାମ୍ବାଦିକମାନଙ୍କୁ ପାସ୍ ଯୋଗାଇ ଦିଆଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close