ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରପଂରୁ ସ୍ୱଚ୍ଚ୍ଥତା ଅଭିଯାନ 

ଯାଜପୁର,୨3/୧୨ା୨୦୨୩: ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଯାଜପୁର ତରପଂରୁ ଆୟୁଷ୍ମାନ ଭବଃ କାର୍ଯ୍ୟକ୍ରମ ଅଧୀନରେ ସଚ୍ଛତା ହିଁ ସେବା ଅଭିଯାନ ପାଳିତ ହୋଇଥିଲା । ଜନ ଭାଗିଦାରୀ ଦ୍ୱାରା ଶ୍ରମ ଦାନ ମାଧ୍ୟମରେ ସ୍ୱଚ୍ଛତାକୁ ଆପଣାଇବାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବାହାରେ ଏକ ରାଲି ଓ ସାମୁହିକ ସପେଂଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସାଧାରଣ ଜନତା, ମହିଳା ଆରୋଗ୍ୟ ସମିତି ସଦସ୍ୟା, ଜନ ଆରୋଗ୍ୟ ସମିତି ସଦସ୍ୟ, ଆ ଶା କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଗଣ ଯୋଗ ଦେଇଥିଲେ । ସପେଂଇ ପରେ ମିଳିତ ଭାବରେ ସମସ୍ତେ ସ୍ୱଚ୍ଛତା ଆପଣେଇବାକୁ ଶପଥ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳ୍‌ା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳ ଯୋଗଦାନ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close