ବ୍ୟାସନଗରର ‘ରାଜୀବ ଗାନ୍ଧୀ ଷ୍ଟାଡିୟମ’ର ଉନ୍ନତିକରଣ ପାଇଁ ଅନଶନ ଜାରୀ, ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ଓ ନେତାଙ୍କ ବିରୋଧରେ ବର୍ଷିଲେ ବରିଷ୍ଠ କ୍ରୀଡ଼ାବିତ୍ ବିଏସକେ ସାମଲ

ବ୍ୟାସନଗର, ୦୬ା୧୧(ଉ. ନ୍ୟୁଜ୍ ବ୍ୟୁରୋ): ଗତ ୨୪/୧୦/୨୦୨୩ ଠାରୁ ଦୀର୍ଘ ୧୪ ଦିନ ଧରି ସ୍ଥାନୀୟ ‘ରାଜୀବ ଗାନ୍ଧୀ ଷ୍ଟାଡିୟମ’ର ଉନ୍ନତିକରଣ ପାଇଁ ଅନଶନ ଚଳାଇ ଆସିଥିବା ଆର୍ନ୍ତଜାତିକ କ୍ରାଡ଼ାବିତ୍ ତଥା ଆଇନଜୀବୀ ବଜ୍ରବାହୁ ସୀମାନ୍ତ କେଶରୀ ସାମଲ ଆଜି ସାମ୍ବାଦିକ ସମ୍ମଳନୀ କରି ନେତା ଓ ପ୍ରଶାସକଙ୍କ ଉପରେ ବର୍ଷିଛନ୍ତି । ତାଙ୍କ ଅନଶନକୁ ସହରର ବହୁ ବ୍ୟକ୍ତିବିଶେଷଙ୍କ ସହ ଅନେକ ଅନୁଷ୍ଠାନ ସମର୍ଥନ ଜଣାଇ ତାଙ୍କ ଦାବୀପତ୍ରରେ ଦସ୍ତଖତ ହେବା ସହ ଅନଶନ ସ୍ଥଳୀରେ ତାଙ୍କ ସହ ବସୁଥିବାର ପରିଲକ୍ଷିତ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close