ଯାଜପୁରରୋଡ଼ର ନଟପଡ଼ା ସ୍ଥିତ ‘କିରଣ ଲାଇଟ୍ ହାଉସ’ରେ ପ୍ରଚଣ୍ଡ ନିଆଁ, ବ୍ୟାପକ କ୍ଷୟକ୍ଷତି

ବ୍ୟାସନଗର, ୧୩/୧୦(ହରଦୟାଲ ସିଂଙ୍କ ଠାରୁ): ବ୍ୟାସନଗର ପୈାରାଂଚଳର ଷ୍ଟେଟ୍ ବ୍ୟାଙ୍କ ନିକଟସ୍ଥ ନଟପଡ଼ା ସ୍ଥିତ ‘କିରଣ ଲାଇଟ୍ ହାଉସ’ରେ ନିଆଁ ଲାଗି ଯାଇ ପ୍ରଚଣ୍ଡ ମାତ୍ରାରେ ଳାଣ୍ଡବ ରଚିଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ କରିବାରେ ଦମକଳ ବାହୀନିକୁ ନାକେଦମ ହେବାକୁ ପଡ଼ିଛି । ଏହି ଅଗ୍ନିକାଣ୍ଡ ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close