ବରିଷ୍ଠ ସାମ୍ବାଦିକ, ‘କଳିଙ୍ଗପ୍ରଭା’ର ସଂପାଦକ ପ୍ରଦୀପ୍ତ ପରିଡ଼ାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ଚଣ୍ଡିଖୋଲ,୧୬ା୦୯: ଚଣ୍ଡିଖୋଲ ପ୍ରେସ କ୍ଲବର ସଭାପତି, ବରିଷ୍ଠ ସାମ୍ବାଦିକ ତଥା ‘କଳିଙ୍ଗପ୍ରଭା’ର ସଂପାଦକ ପ୍ରଦୀପ୍ତ କୁମାର ପରିଡ଼ାଙ୍କ ୭୫ ବର୍ଷ ବୟସରଙ୍କ ପରଲୋକ ଘଟିଛି । ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ତାଙ୍କ ବିୟାଗରେ ଗଭୀର ଶୋକ ପ୍ରକାଶ କରିବା ସହ ସେ ତାଙ୍କ ଭଳି ଜଣେ କର୍ମପରାୟଣ ବ୍ୟକ୍ତି ଓ ବନ୍ଧୁଙ୍କୁ ହରାଇ ଖୁବ୍ ମର୍ମାହତ ବୋଲି କହିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close