![](https://udayabataenews.com/r3e/uploads/2023/03/Ramesh-Rout-Citizens-Party-730x405.jpg)
ଡେଙ୍ଗୁଜ୍ୱର ସମ୍ବନ୍ଧରେ ଶ୍ୱେତପତ୍ର ଦାବୀ
ଭୁବନେଶ୍ୱର: ୨-୯-୨୦୨୩: ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ ସମୟରେ ଡେଙ୍ଗୁଜ୍ୱର ସମ୍ବନ୍ଧରେ ବିଜୁ ଜନତା ଦଳ ସରକାର୍ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ. ସି. ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ ଦାବୀ କରିଛନ୍ତି ।
Live Share Market