ଯାଜପୁର ପୋଷ୍ଟାଲ ଡିଭିଜନର ନୂଆ ସୁପରିଟେଣ୍ଡ ଭାବେ ଶୁଭ୍ରାକାଶ ନାୟକଙ୍କୁ ଦାୟିତ୍ୱ

ଯାଜପୁର, ୨୬ା୬(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଯାଜପୁର ଟାଉନ ଠାରେ ଥିବା ଯାଜପୁର ପୋଷ୍ଟାଲ ଡିଭିଜନର ସୁପରିଟେଣ୍ଡ ଅଶୋକ କୁମାର ରଥଙ୍କ ଚାକିରୀକାଳ ଆସନ୍ତା ତା. ୩୦/୦୬/୨୦୨୩ରେ ସମାପ୍ତ ହେଉଥିବାରୁ ତାଙ୍କ ଅବସର ପରେ ଭୁବନେଶ୍ୱର ସିପିଏମଜି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶୁଭ୍ରାକାଶ ନାୟକଙ୍କୁ ଶ୍ରୀ ରଥଙ୍କ ସ୍ଥାନରେ ଯାଜପୁରର ନୂଆ ସୁପରିଟେଣ୍ଡ ଭାବେ ବଦଳି ହୋଇଛି । ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ନାୟକଙ୍କ ଡ଼ାକ ବିଭାଗରେ ପାରଦର୍ଶିତା ରହିଥିବାର କୁହାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close