ଝୋଟି ବନ୍ଦାପନାରେ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଯାଜପୁରରେ ୧୦ଟି ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

ଯାଜପୁର, ୨୪ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଳ୍‌ା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ଗହଣରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝୋଟି, ମୁରୁଜ ଓ ବନ୍ଦାପନା କୋଳାହଳ ମଧ୍ୟରେ ଅଧାରୁ ପାଠ ଚ୍ଥାଡୁଥିବା ପିଲାମାନଙ୍କୁ ବିଦ୍ୟାଳୟକୁ ପେଂରାଇ ଆଣି ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ “ମୋ ବିଦ୍ୟାର୍ଥୀ” ୧୦ଗୋଟି ସଚେତନତା ରଥର ଶୁଭାରମ୍ଭ ହୋଇଯାଇଚ୍ଥି ।

       ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳ୍‌ାପାଳ(ପ୍ରଶାସନ) ଦୁଖବନ୍ଧୁ ନାୟକ ଓ ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଡଃ. ଦିବ୍ୟ ଲୋଚନ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଂତାକାଟି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ନିଜ ବକ୍ତବ୍ୟରେ ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ନାୟକ କହିଲେ ଯେ, ଶିକ୍ଷା ଅମୂଲ୍ୟ ରତ୍ନ ଅଟେ । ଶିକ୍ଷା ବିନା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ଅସମ୍ଭବ ଅଟେ । ଏଣୁ ଯାଜପୁର ଜିଲ୍ଳ୍‌ାରେ ଅଧାରୁ ପାଠ ଚ୍ଥାଡୁଥିବା ପିଲା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଏକ ମହତ କାର୍ଯ୍ୟକ୍ରମ । ଏଥିରେ ସମସ୍ତ ପରିବାରର ପିତା ମାତା, ଅଭିଭାବକ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଜନସାଧାରଣ, ସମସ୍ତ ସରକାରୀ କଳ ଏହି ଅଭିଯାନରେ ସାମିଲ ହୋଇ ଯାଜପୁର ଜିଲ୍ଳାକୁ “ମିଶନ ଜିରୋ ଡ୍ରପ ଆଉଟ୍‌” କରିବାକୁ ଆହ୍ୱାନ ଦେଇଥିଲେ ।
ପ୍ରକାଶଥାଉକି, ଶିକ୍ଷା, ମଧ୍ୟାହ୍ନ ଭୋଜନର ପଞ୍ଚ ନିୟମ, ପୁରାତନ ଚ୍ଥାତ୍ର ସଂଗଠନ ତଥା ଆଲମୁନି ମାନଙ୍କ ସହଯୋଗ, ବିଜ୍ଞାନର ପ୍ରଚାର ପ୍ରସାର, ଶ୍ରେଣୀ ଗୃହ ଶିକ୍ଷାରେ ସାମିଲ ହେବା ସହ ବାସ୍ତବ ଶିକ୍ଷା ପରିବେଶରେ ପାଠ ପଢିବା ସଚେତନତା ବାର୍ତ୍ତା ଆଦି ବହନ କରି ୧୦ ଗୋଟି ରଥ ୧୦ ଗୋଟି ବ୍ଳକରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପ୍ରଚାର ପ୍ରସାର କରି ଜନ ଜାଗରଣ, ଚ୍ଥାତ୍ର ଚ୍ଥାତ୍ରୀ ଜାଗରଣ କରିବ ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳ୍‌ା ଶିକ୍ଷା ଅଧିକାରୀ ତଥା ଜିଲ୍ଳ୍‌ା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ରଂଜନ କୁମାର ଗିରି, ଅତିରିକ୍ତ ଜିଲ୍ଳ୍‌ା ଶିକ୍ଷା ଅଧିକାରୀ କୃତିବାସ ବାରିକ, ଶଶିଧର ସିଂଘ, ଅନୁସୂଚିତ ଜାତି ଓ ଜନଜାତି ସଂଯୋଜିକା ଜ୍ୟୋତ୍ସାମୟୀ ଧଳ, ଜିଲ୍ଳ୍‌ା ସ୍କୂଲର ଶିକ୍ଷକ, ଶିକ୍ଷୟତ୍ରୀ, ଚ୍ଥାତ୍ର ଚ୍ଥାତ୍ରୀଙ୍କ ସମେତ ଜିଲ୍ଳ୍‌ା କାର୍ଯ୍ୟାଳୟର ବହୁ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close