ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର କାର୍ଯ୍ୟାଳୟର ସମସ୍ତ ଅମଲାଙ୍କ ଶାନ୍ତିପୂର୍ଣ୍ଣ ସମୂହ ଧାରଣା

ଯାଜପୁରରୋଡ଼, ୧୩/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚଙ୍କ ଆହ୍ବାନ କ୍ରମେ ଗତ ୧ ତାରିଖ ଠାରୁ ଯାଜପୁର ଜିଲ୍ଲା ଉପଖଣ୍ଡର ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର କାର୍ଯ୍ୟାଳୟର ସମସ୍ତ ଅମଲା ଶାନ୍ତିପୂର୍ଣ୍ଣ ଭାବରେ ସମୂହ ଧାରଣା ଦେଇ ଆସୁଛନ୍ତି । ତାଙ୍କର ଏକମାତ୍ର ଦାବି କନିଷ୍ଠ କିରାଣୀ ମାନଙ୍କର ପ୍ରାଥମିକ ବେତନ ଯୋଗ୍ୟତା ଆଧାରରେ ସପ୍ତମ ବେତନ ଅନୁଯାୟୀ “ଲେଭେଲ୍-୯ (ଗ୍ରେଡ଼ ପେ-୪୨୦୦)” ପାଇଁ ଦାବି କରି ଆସୁଛନ୍ତି । ଧାରଣାରତ ଅମଲାମାନେ ତାଙ୍କର ଦାବୀ ହାସଲ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏଭଳି ଶାନ୍ତିପୂର୍ଣ୍ଣ ଧାରଣା ମାଧ୍ୟମରେ ଚାପ ପକାଇ ଆସୁଛନ୍ତି । ଧାରଣା ଦେଇଥିବା ବାଣିଜ୍ୟକର ବିଭାଗ (ଜିଏସଟି)ର ଅମଲାମାନେ ହେଲେ:- 
               ୧) ସତ୍ୟ ରଞ୍ଜନ ପରିଡ଼ା (ସେକ୍ସନ ଅଫିସର୍)
               ୨) ଭାନୁପ୍ରିୟା ବାରିକ (ବରିଷ୍ଠ କିରାଣୀ)
               ୩) ମୋଲାଲିସା ବାରିକ (ବରିଷ୍ଠ କିରାଣୀ)
               ୪) ସୁଚିସ୍ମିତା ନାଏକ (ବରିଷ୍ଠ କିରାଣୀ)
               ୫) ସୁଶ୍ରୀ ସଙ୍ଗୀତା ସେଠୀ (କନିଷ୍ଠ କିରାଣୀ)
               ୬) ତୁହିନା ପଟ୍ଟନାୟକ (କନିଷ୍ଠ କିରାଣୀ)
               ୭) ବିଶ୍ବରଂଜନ ପରିଡ଼ା (ବରିଷ୍ଠ କିରାଣୀ)
               ୮) ମୁକେଶ ସଏ (ବରିଷ୍ଠ କିରାଣୀ)
               ୯) ଦୀପ୍ତିମୟୀ ମହାନ୍ତି (ବରିଷ୍ଠ କିରାଣୀ)
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close