ଓଡ଼ିଆ ଭାଷା, ସାହିତ୍ୟ ସ୍ୱତନ୍ତ୍ର ସଚିବ ରଂଜନ କୁମାର ଦାସ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ

ପୁରୀ, ୨୯/୪(ହିମାଂଶୁ ଭୂଷଣ ମହାନ୍ତିଙ୍କ ଠାରୁ): ଆଜି ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶନାମା ନଂ. ୧୨୨୯୩ ବଦଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ରଂଜନ କୁମାର ଦାସ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ଶ୍ରୀ ଦାସ ଯାଜପୁରର ଜିଲ୍ଲାପାଳ ଭାବେ ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଇ ଆସିଥିଲେ । ସୂଚନାଯୋଗ୍ୟ, ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ପଦବୀ ଏବେ ସ୍ୱତନ୍ତ୍ର ସଚିବ ପଦବୀ ପାହ୍ୟା ହେବା ସହ ଏଥିରେ କେବଳ ଆଇ.ଏ.ଏସ ଅଧିକାରୀଙ୍କୁ ନିଯୁକ୍ତି ମିଳିବାର ସ୍ଥିର ହୋଇଛି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close