ପୁରୀ ଠାରେ ‘ଓୟୁଜେ’ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, କଟକ ଜିଲ୍ଲା ସାମ୍ବାଦିକ ସଂଘର ଯୋଗଦାନ

କଟକ, ୨୫/୪(ବିଭୂତି ଭୂଷଣ ଜେନାଙ୍କ ଠାରୁ): ଗତ ତା ୨୧/୦୪/୨୦୨୩ ଶୁକ୍ରବାର ପୁରୀର ‘ହୋଲି ଡ଼େ ରିସର୍ଟ୍ଟ’ ହୋଟେଲ ଠାରେ ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଜିଲ୍ଲା ସାମ୍ବାଦିକ ସଂଘ ଯୋଗଦାନ କରି ସଂଘର ଆଗାମୀ କାର୍ଯ୍ୟପନ୍ଥା ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକାରିଣୀ ବୈଠକରେ କଟକ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ‘ଓୟୁଜେ’ର ସଭାପତି ପ୍ରଫୁଲ୍ଲ ମହାନ୍ତି, ସଂପାଦକ ଅଜୟ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ତଥା ‘ଉଦୟବଟ’ ଏବଂ ‘ଉଦୟବଟ ଇ-ନ୍ୟୁଜ୍‌’ର କଟକ ଜିଲ୍ଲା ପ୍ରତିନିଧି ବିଭୂତି ଭୂଷଣ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close