Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ପାଣିକୋଇଲି କଲ୍ୟାଣୀ ମଣ୍ଡପଠlରେ ଏକ ସନ୍ଥ ସମିଳନୀ ଅନୁଷ୍ଠିତ

ଯାଜପୁର /ପାଣିକୋଇଲି ; ୧୮/୧୦ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ରବିବାର ସକାଳ ୯ଘଟିକା ଠାରୁ ୪ଘଟିକା ପଯ୍ୟନ୍ତ ଧର୍ମ ଜାଗରଣ ସମନ୍ୱୟ ଯାଜପୁର ତରଫରୁ ପାଣିକୋଇଲି କଲ୍ୟାଣୀ ମଣ୍ଡପଠlରେ ଏକ ସନ୍ଥ ସମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସନ୍ଥ ଙ୍କ ବାଣୀ ଦିନଥିଲା ଭାରତ ଆଫଗାନିସ୍ତାନ ଠାରୁ ଢାକା ପଯ୍ୟନ୍ତ ଓ ବେଲୁଚି ସ୍ଥାନରୁ ସିଂହଳ ପରିବ୍ୟାପ୍ତ ଥିଲା।ମାତ୍ର ହିନ୍ଦୁମାନେ ଧର୍ମlନ୍ତରିତ ହେବାରୁ ସେ ଅଂଚଳ ଭାରତରୁ ଅଲଗା ହୋଇଗଲା।ଆଠଟି ଦେଶ ଯଥା ଅଫଗାନିସ୍ତାନ,ଶ୍ରୀଲଙ୍କା ବ୍ରାହ୍ମଦେଶ,ତିଦ୍ଧତ,ଭୁଟାନ, ନେପାଳ,ପାକିସ୍ତାନ, ବଙ୍ଗଳଦେଶ,କଟିଗଲା, ଶେଷବିଭାଜନ ୧୯୪୭ ରେ ହୋଇଗଲା, ଜନଗଣନା ଅନୁସାରେ ହିନ୍ଦୁ ସଂଖ୍ୟା ୨% କମିଚାଲିଛି।ସେଥିପାଇଁ ହିନ୍ଦୁ ଜଗlଓ ହିନ୍ଦୁ ବଚାଓ। ସନ୍ଥମଧ୍ୟ କହିଛନ୍ତି ରାଜନୀତି ନେତାମାନେ ନିଜରପଦବି କୁ ବଞ୍ଚାଇବାକୁ ଯାଇ ପ୍ରତେକ ଦିନ ବାଙ୍ଗଲାଦେଶୀ ଅନୁପ୍ରବେଶ କାରି ଙ୍କୁ ସରଣlପନ କରିବା ସହିତ ସେମାନଙ୍କୁ ଭୋଟର ଆଇଡି ଯୋଗାଇଦେଉଛନ୍ତି। ଦିନ କୁ ଦିନ ଧର୍ମାନ୍ତୀକରଣ, ପ୍ରତ୍ୟେକ ଦିନ ଗୋଚାଲାଣ, ଲଭଯେହlଦ୍ଦ ଏହିଭଳି ଅନେକ ଘଟଣା ଘଟୁଛି ତାହା କିଛି ରାଜ ନେତା ଦେଖି ସହଯୋଗ କରୁଛନ୍ତି ବୋଲି ସନ୍ଥ କହିଥିଲେ। ହିନ୍ଦୁସମାଜକୁ ହିନ୍ଦୁ ହିଁ ରକ୍ଷା କରିପାରିବେ ହିନ୍ଦୁମାନଙ୍କୁ ଏକାଠି ହେବାକୁ ପଡିବ। ଉଚ୍ଚା ନୀଚା, ଧନୀ ଗରିବ, ଛୁଆଁ ଅଛୁଅଁ, ଭେଦଭାବକୁ ଭୁଲିବାକୁ ପଡିବ, ଗୋମାତା ସୁରକ୍ଷା ମା ଭଉଣୀ ମାନଙ୍କ ସୁରକ୍ଷା ପ୍ରତେକ ହିନ୍ଦୁ ସମାଜର କର୍ତ୍ତବ୍ୟ ବୋଲି କହିଥିଲେ।ଏହି ସନ୍ଥ ସମିଳନୀରେ ପୂର୍ବପ୍ରାନ୍ତ ଧର୍ମ ଜାଗରଣ ପ୍ରମୁଖ ଆଲୋକ କୁମାର ଖଟୁଆ, ପୂର୍ବପ୍ରାନ୍ତ ସଂଯୋଜକ ମଙ୍ଗୁଳୁ ପାତ୍ର, ପୂର୍ବ କ୍ଷେତ୍ରର ଜାଗରଣ ପ୍ରମୁଖ ବିନୟକୁମାର ଭୂୟାଁ,ପଶ୍ଚିମ ପ୍ରାନ୍ତ ସଂଯୋଜକ ବୀର ବିକ୍ରମ ଆଚାର୍ଯ୍ୟ ଙ୍କ ସହିତ ବିଷ୍ଣୁ ବାବା ସିଦ୍ଧଗିରି,ସୃତି ସୋରୂପ ବାବା,କାହ୍ନୁ ବାବା, ନାରଣଜି ମହାରାଜ, ଙ୍କ ସହିତ ସ୍ଥାନୀୟ କାର୍ଯ୍ୟକର୍ତା ଗୋପାଳ ଦାସ,ଦିଲୀପ ଓଝା, ଦେବବ୍ରତ ରାୟ, ସନ୍ଦୀପ ନାୟକ,ଗୋପାଳ ପଣ୍ଡା, ଚିନ୍ମୟ ଭୂୟାଁ, ସୁଯ୍ୟ ମଣି ପଣ୍ଡା,ଗୋପାଳ ମାଲିକ,ଅନିଲ ସେଠି,ସହିତ ତିନିଶହ ରୁ ଉଦ୍ଧ କାର୍ଯ୍ୟକର୍ତା ସହଯୋଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close