କାଳୀପୂଜା କମିଟି ଚୋରଦା ବାଇପାସ ସ୍ଥିତ ଆର୍ଯ୍ୟନ କ୍ଲବର ମାଟି ଉଠାଣ

ବ୍ୟାସନଗର: ବ୍ୟାସନଗର ସହରର ଅଗ୍ରଣୀ କାଳୀପୂଜା କମିଟି ଚୋରଦା ବାଇପାସ ସ୍ଥିତ ଆର୍ଯ୍ୟନ କ୍ଲବର ମାଟି ଉଠାଣ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି | ଆଜି ରବିବାର ପ୍ରାତଃ ୮ ଟା ରୁ ୮. ୫୩ ମଧ୍ୟେ ମୂଳପାଳ ସ୍ଥିତ ଲିଙ୍ଗେଶ୍ୱର ବୈତରଣୀ ନଦୀ ଘାଟରୁ ହିନ୍ଦୁ ରୀତିନୀତି ଅନୁଯାୟୀ ମାନଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମୂର୍ତ୍ତିକା ସଂଗ୍ରହ କରାଯାଇଛି | ଏହି କାର୍ଯ୍ୟରେ କ୍ଲବର ସଭାପତି ରବିନାରାୟଣ ପୁହାଣ, ସମ୍ପାଦକ ନିମାଇଁ ରାଉତ, ମୁଖ୍ୟ କର୍ତ୍ତା ଦାମୋଦର ନନ୍ଦ, ରାଜେନ୍ଦ୍ର ଶର୍ମା, ପବିତ୍ର ମହାନ୍ତି, ଦେବୀ ପ୍ରସାଦ ସାମଲ, କିଶୋର ରାଉତ, ହେମନ୍ତ ମହାନ୍ତି, ନୀଳମଣି ରାଉତ, ଅଂଶୁମାନ ଦାସ, ସୁଶାନ୍ତ ମହାନ୍ତି, ଦୁର୍ଗାପ୍ରସାଦ ଖଣ୍ଡାଇ, ବିଶ୍ୱଜିତ ଦାସ ସାମନ୍ତ, ଉଦୟଭାନୁ ପତି, ବିଶ୍ୱଭୂଷଣ ବେହୁରିଆ,ସୁଶାନ୍ତ ଜେନା, ଶ୍ରୀପତି ମଲିକ,ଅଭିନ ଜେନା, ରତିକାନ୍ତ ମହାନ୍ତି, ଚିତ୍ତରଞ୍ଜନ ବୋଇତାଇ, ସୌଭାଗ୍ୟ ପଟନାୟକ, ଓମପ୍ରକାଶ ଶର୍ମା, ସଞ୍ଜୀବ ରାୟ, ବିବେକାନନ୍ଦ ସାହୁ, ମନୋଜ ଭରତୀୟା, ସମୀର ଦାସ, ଅନିଲ କୁମାର ଦାସ ଓ ବସନ୍ତ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ |  
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close