ସହିଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଉତ୍କଳମଣି ପଣ୍ଡିତ  ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ

ଓଡିଆ ମାଟିର ସୁଯୋଗ୍ଯ ସନ୍ତାନ ମହାନ ସମାଜସେବୀ ସ୍ବାଧିନତା ସଂଗ୍ରାମୀ ଓଡିଶାର ଗର୍ବ ଗୌରବ ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିଲରେ ମାଲ୍ଯାର୍ପଣ କରିବା ସହିତ ସଂଘର ସଭାପତି ରାଜେନ୍ଦ୍ର ବିଶ୍ବାଳ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ହେଲେ ସମସ୍ତ ସମାଜସେବୀଙ୍କ ଆଦର୍ଶ ବୋଲି କହିବା ସହିତ ଆଜିର ଯୁବ ସମାଜ  ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର, ସଂଘର ଉପଦେଷ୍ଟା ନାରାୟଣ ଚନ୍ଦ୍ର ନାୟକ ଗୋପବନ୍ଧୁ ଦାସ ଓଡିଆଙ୍କ ଭାଷାପ୍ରାଣବୋଲି ତାଙ୍କବକ୍ତବ୍ଯରେ କହିଥିଲେ, ସାମ୍ବାଦିକ ନିତ୍ଯାନନ୍ଦ ମହାଳିକ କହିଥିଲେପ୍ରତ୍ଯେକ ଛାତ୍ରଛାତ୍ରୀ ମାନେ ଗୋପବନ୍ଧୁ ଆଦର୍ଶରେ ଅନୁ ପ୍ରାଣିତ ହେବା ଦରକାର.ଟୁଲଟୁଲ ମୋହନ ଜେନା, ସଂଘର   ସଦସ୍ଯ‐ହେମନ୍ତ ନାୟକ,ମାନସ ରାଉତ,ରମେଶ ବିଶ୍ବାଳ, ଚିନ୍ତାମଣି ମଲ୍ଲିକ,ମଧୁସୂଦନ ବାରିକ,ମଳୟ ବିଶ୍ବାଳ,ଦୀପକ ଦାଶ,ମନ୍ମଥ ରାଉତ,ପରୀକ୍ଷିତ ମଲ୍ଲିକ,ବିଜୟ ନନ୍ଦୀ,ଭଗବାନ ପଣ୍ଡା, ଅଭିଳାସ ମହାନ୍ତି, ଉପସ୍ଥିତ ରହିଥିବାବେଳେ ସଂଘର ସଂପାବ
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close