ପଟୁଣିଆର ଝିଅ କବିତାର ସନ୍ଦେହଜନକ ମୃତ୍ୟୁର ପର୍ଦ୍ଦାଫାସ ପାଇଁ ବିଭିନ୍ନ ମହଲରେ ଦାବୀ

ଧର୍ମଶାଳା, ୭/୯(ଉ.ନ୍ୟୁଜ୍ ବ୍ୟୁରୋ): ସାତ ଜନମକୁ ସାଥି କରିବାକୁ ସାତ ଫେରି ଆଠ କଳସକୁ ସାକ୍ଷୀ ରଖି ପ୍ରଭୁ ବୃଦ୍ଧ ଲିଙ୍ଗଙ୍କ ସାମ୍ନାରେ ସାତ ଜନ୍ମପାଇଁ ଚିର ସାଥି ହୋଇ ରହିବାକୁ ଗତ ତା.୦୭.୦୭.୨୦୨୨ରେ ପଟୁଣିଆ ନିବାସୀ ଜଗବନ୍ଧୁ ସାହୁଙ୍କ କନିଷ୍ଠ କନ୍ୟା ବୈଦିକ ରୀତିରେ ବିବାହ କରିଥିଲେ ଏହି ବ୍ଲକ ଅଧିନସ୍ଥ ମିର୍ଜାପୁର ନିବାସୀ ସ୍ୱର୍ଗତ ପ୍ରଫୁଲ ସାହୁଙ୍କ ଏକମାତ୍ର ପୁତ୍ର ପ୍ରଭାକର ସହ। ବିବାହ ସମୟରେ କନ୍ୟା ପିତା ବିବାଘରେ ସବୁ କିଛି ସୁନା ରୁପା, ଟଙ୍କା ସହ ଘରୋଇ ଆସବାସପତ୍ର ଯାନିଯୌତୁକ ହିସାବରେ ଝିଅର ଖୁସି ପାଇଁ ଦେଇଥିଲେ,କିନ୍ତୁ ଦଇବର ଲୀଳା କିଛି ଅଲଗା ଥିଲା,କବିତାର ଶାଶୁ ବାରମ୍ବାର ଅଧିକ ଯୌତୁକ ବାବଦରେ1ଲକ୍ଷ ଟଙ୍କା ଓ ଗାଡି ଆଣିବାକୁ ବାରମ୍ବାର କହି ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲା,ନବବଧୁ ଗତ 5th october ରେ ତାର ଶାଶୁ ମାରିଦେଇ fan ରେ ଟଙ୍ଗେଇ ଦେଇ ଆତ୍ମହତ୍ୟାର ରୂପ ଦେଇଥିବା ମୃତ ପରିବାର ଅଭିଯୋଗ କରିଛନ୍ତି, ବିବାହର ମାତ୍ର 3 ମାସ ପୁରିନାହଁ ଏଭଳି ନୃଶଂସ ଲୋମଟାଙ୍କର ଘଟଣା ଆମ ଅଂଚଳରେ ଶୋକର ବନ୍ୟା ସୃଷ୍ଟି କରିଛି,ଦୋଷୀକୁ ଯଥାସମ୍ଭବ ଦଣ୍ଡ ମିଳୁ ବୋଲି ଆମେ ଚାହୁଁଛୁ, ଭଗବାନ ଅମର ଆତ୍ମାର ସଦ୍ଗତି କରନ୍ତୁ,ଜଗବନ୍ଧୁ ପରିବାରକୁ ସାହସ ଓ ଶକ୍ତି ଧର୍ମଶାଳା, ୭/୯(ଉ.ନ୍ୟୁଜ୍ ବ୍ୟୁରୋ):  ଗ୍ରାମର   ପରିଣାମସ୍ୱରୂପ, ଗତ ତା.୦୫.୧୦.୨୦୨୨ରେ କବିତା ତା’ର ଶାଶୁ ମାରି ଦେଇ ଫ୍ୟାନରେ ଝୁଲାଇ ଦେଇଥିବାର କବିତାର ପରିବାର ପକ୍ଷରୁ ପିତା ଜଗବନ୍ଧୁ ଅଭିଯୋଗ ଆଣିଛନ୍ତି । ଏସଂକ୍ରାନ୍ତରେ ସ୍ଥାନୀୟ ଧର୍ମଶାଳା ଥାନାରେ କେସ ରୁଜ୍‌ୁ ହୋଇ ତଦନ୍ତ ଚାଲିଥିବାର ଜଣାଯାଇଛି । ମାତ୍ର ୦୩ ମାସ ନ ପୁରୁଣୁ ଟାଙ୍କୁରା ଗ୍ରାମ ପଂଚାୟତ ସମେତ ଆଖପାଖ ଅଂଚଳରେ ଛାୟା ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରାଯିବାକୁ ବିଭିନ୍ନ ମହଲରେ ଦାବୀ ଉଠିଛି । କବିତାର ଅମର ଆତ୍ମାର ସଦ୍‌ଗତି ସହ ତା’ର ଗରୀବ ପିତା ଓ ପରିବାରବର୍ଗଙ୍କୁ ଭଗବାନ ସାହାସ ଓ ଶକ୍ତି ଯୋଗାଇ ଦେବାକୁ ବହୁ ଅଂଚଳବାସୀଙ୍କ ସମେତ କିଛି ସମାଜସେବୀ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଦିଅନ୍ତୁ
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close