Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ପାରାଦ୍ୱୀପ ଯୁବ ବିଜେଡି  ସଭାପତି ହେଲେ ଆଲୋକ ମହାପାତ୍ର 

ପାରାଦ୍ୱୀପ – ପାରାଦ୍ୱୀପ ର ଯୁବ ସମାଜସେବୀ ତଥା  ଯୁବକ ମାନଙ୍କ ଆଦର୍ଶ (ଯୁବନେତା ) ପାରାଦ୍ୱୀପ ଯୁବ ବିଜେଡି ସଭାପତି ଭାବେ ତୃତୀୟ ଥର ମଙ୍ଗ ଧରିଥିବା ନେଇ ପାରାଦ୍ୱୀପ ଯୁବ ବିଜୁ ଜନତା ଦଳ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ପୁନର୍ବାର ଆସ୍ଥା ପ୍ରକଟ କରି ପାରାଦ୍ୱୀପ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ମନୋନିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟ ଯୁବ ଛାତ୍ର ଅଧକ୍ଷ ପ୍ରଣବ ବଳବନ୍ତରାୟ, ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ପାରାଦ୍ୱୀପ ପୌରପରିଷଦର ଅଧକ୍ଷ ତଥା ପାରାଦ୍ୱୀପ ବିଜୁ ଜନତା ଦଳ ସଭାପତି ବସନ୍ତ ବିଶ୍ୱାଳ, ଜଗତସିଂହପୁର ଜିଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲା ଯୁବ ସଭାପତି ସୌମ୍ୟଜିତ ମହାପାତ୍ର ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ବିଧାୟକ ଓ ନେତୃତ୍ଵମାନଙ୍କୁ ଅନ୍ତରରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଆଲୋକ ମହାପାତ୍ର  l
Attachments area
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close