ଭୁବନେଶ୍ୱର ଯୁଗ୍ମ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ରଙ୍କ ଅବସର ପରବର୍ତା ସହଯୋଗୀ କାର୍ଯ୍ୟ

ଭୁବନେଶ୍ୱର,୨୭/୦୯(ଉ. ନ୍ୟୂଜ୍ ବ୍ୟୁରୋ): ଗତ ତା ୩୦.୦୬.୨୦୨୨ରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବା ଭୁବନେଶ୍ୱର ଯୁଗ୍ମ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ରଙ୍କ ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା ଓ ଅଭିଜ୍ଞତା ଆଜି ବି ବିଭାଗ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି । ପ୍ରାୟତଃ ପ୍ରତିଦିନ ବିଭାଗକୁ ବଳିଷ୍ଠ କରିବା ଓ କର୍ମଚାରୀ ଓ ଅଧିକାରୀମାନେ ସଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ତାଙ୍କ ଠାରୁ ପରାମର୍ଶ ଓ ମାର୍ଗଦର୍ଶନ ନେଇଥାନ୍ତି ।
ସୂଚନାଯୋଗ୍ୟ, ତାଙ୍କ ଅବସର ଗ୍ରହଣ ଦିନ ବହୁ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ତାଙ୍କୁ ଉତ୍ସସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ‘ଉଦୟବଟ’ ତରଫରୁ ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଓ କେଉଁଝର ଜିଲ୍ଲାର ରାମଚନ୍ଦ୍ରପୁର ପ୍ରତିନିଧି ସମୀର କୁମାର ମିଶ୍ର ତାଙ୍କୁ ତାଙ୍କ ଭୁବନେଶ୍ୱର କାର୍ଯ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close