Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଯାଜପୁରର ଯୁବ ସମାଜସେବୀ ସିଦ୍ଧାର୍ଥ ଶଙ୍କର ଦାସ (ଧଇନ)ଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ଆସନ୍ତା ୨୪ରେ

ଯାଜପୁର,୨୧/୦୯(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଅଂଚଳର ବିଶିଷ୍ଟ ଯୁବ ସମାଜସେବୀ ତଥା ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଂର୍ପକୀୟ ଭାଇ ସିଦ୍ଧାର୍ଥ ଶଙ୍କର ଦାସ(ଧଇନ)ଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ସ୍ଥାନୀୟ ଏନ.ସି କଲେଜ ରୋଡର ଲଳିତେଶ୍ୱରନଗର ସ୍ଥିତ ତାଙ୍କ ବାସଭବନରେ ଆସନ୍ତା ତା. ୨୪/୦୯/୨୦୨୨ ରିଖ ଶନିବାର ଅନୁଷ୍ଠିତ ହେବ ବୋଲି ତାଙ୍କ ଭାଇ ଦେବଦତ ଦାସ (ପୁତୁଲା) ଓ ଭିଣୋଇ ଅଜୟ କୁମାର ମହାନ୍ତି ଜଣାଇଛନ୍ତି । ଏହି ଉପଲକ୍ଷେ ସେଦିନ ବିଭିନ୍ନ କାର୍ଯ୍ୟକ୍ରମ ସହ ସକାଳ ୦୫ଟାରୁ ନାମ ସଂକୀର୍ତନ ହେବା ସହ ମଧ୍ୟାହ୍ନରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ, ପ୍ରାକୃତିକ ଦୁର୍ବିପାକ ସମୟରେ ନିଜ ଜୀବନକୁ ବାଜି ଲଗାଇ ଧଇନ ଦୁର୍ଗତଙ୍କ ପାଖରେ ପହଚିଂ ଅଧିକାଂଶ ସମୟରେ ସାହାଯ୍ୟ, ସହଯୋଗ କରୁଥିଲେ । ବିଶେଷକରି ବନ୍ୟା ସମୟରେ ତାଙ୍କର କାର୍ଯ୍ୟ ସବୁବେଳେ ଯାଜପୁରବାସୀଙ୍କ ପାଇଁ ମନେ ରହିବ । ତାଙ୍କର ଅକାଳ ବିୟୋଗ ସେତେବେଳେ ଯାଜପୁର ଟାଉନ ସହ ଜିଲ୍ଲା ବ୍ୟାପି ଶୋକର ଛାୟା ଖେଳାଇ ଦେଇଥିଲା । ଆଉ ବନ୍ୟା, ବାତ୍ୟା ଭଳି ବିପଦ ସମୟରେ ଧଇନ ବାବୁଙ୍କ ମୁହଁ ଦେଖାଯିବନି, ଏନେଇ ବହୁ ଦୁର୍ଗତ ଏବେବି ତାଙ୍କୁ ପାଶୋରି ପାରୁ ନାହାନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close