
ଅଖିଳ ଭାରତୀୟ ତେରାପନ୍ତ ଯୁବକ ପରିଷଦ ପକ୍ଷରୁ ରକ୍ତଦାନ ଶିବିର; ୧୦୮ ୟୁନିଟ ରକ୍ତ ସଂଗୃହିତ


ବ୍ୟାସନଗର: ଅଖିଳ ଭାରତୀୟ ତେରାପନ୍ତ ପକ୍ଷରୁ ଗୋପବନ୍ଧୁ ଛକ ସ୍ଥିତ ନନ୍ଦରାମ ବାଟିକା ଠାରେ ଏକ ସ୍ଵେଚ୍ଛାକୃତ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶିବିରରୁ ମୋଟ ୧୦୮ ୟୁନିଟ ରକ୍ତ ସଂଗୃହିତ ହୋଇଛି । କୋରେଇ ବିଧାୟକ ଅଶୋକ ବଳ ଉଦ୍ଘାଟକ ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଗିରିରାଜ ଲାକୋଟିଆ ପ୍ରଥମେ ରକ୍ତଦାନ କରି ଶିବିର ଆରମ୍ଭ କରିଥିଲେ। ଅତିଥି ଭାବେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପନଗରପାଳ ସୁବାସ ବଳ, ବିଧାୟକଙ୍କ ପ୍ରତିନିଧି ଅମୂଲ୍ୟ ନାୟକ, ବିଜେପି ନେତା ସତ୍ୟନାରାୟଣ ମହାନ୍ତି, କ୍ଲବ ଦି ୟୁଥ ମାସ ସଭାପତି ପ୍ରକାଶ ଜେନା, ସମ୍ପାଦକ ରାଜେଶ ରାଉତ, ଡ ଚିତ୍ତରଞ୍ଜନ ବେହେରା, ପ୍ରଦୀପ କୁମାର ଦାଶ, ସୁଧାଂଶୁ ଶେଖର ନାୟକ, ଚନ୍ଦନ ପାତ୍ର, ସଂଘର ସଭ୍ୟ ପଦ୍ମ ଚାନ୍ଦ ସେଠୀଆ, କହ୍ନେୟା ଲାଲ ଓସୱାଲ, ଚେନ୍ ରୂପ ଖଟର , ରବିନ୍ଦ୍ର କୁମାର ଜୈନ, ମନୋଜ କୁମାର ସେଠୀଆ, ମନୋଜ କୁମାର ବୋଥରା, ଶିବ ରତ୍ନ ମସ୍କୋରା, ରାଜାରାମ ତ୍ରିବେଦୀ, ନିଖିଲ ଖଟର,ସୁନୀଲ ବାହେତୀ, ତେଜ କର୍ଣ୍ଣ ବୋଥରା, ସଞ୍ଜୟ ଜୈନ, ରୂପ ଖଟେଡ, ନିଖିଲ ଖଟେଡ, ବିବେକ ଜୈନ, ଆଶିଷ ଜୈନ, ମୁଦିତ ସେଠୀଆ, ସାମ୍ବାଦିକ ଚିନ୍ତାମଣି ପାଢୀ, ସନ୍ତୋଷ କୁମାର ସାହୁ, ଉମାକାନ୍ତ ରାଉତ, ଜ୍ଞାନ ରଞ୍ଜନ ରାଉତ, ପବିତ୍ର କୁମାର ମହାନ୍ତି, ଦିନେଶ ମସ୍କୋରା, ମନୋଜ ଭର୍ତିଆ, ଶ୍ୟାମ ବଜାଜ୍, ଗିରିରାଜ ଲାକୋଟିଆ, ମହାବୀର ଲାଢା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଯାଜପୁର ରୋଡ ବ୍ଳଡ଼ ବ୍ୟାଙ୍କ ପକ୍ଷରୁ ଡଃ ସନ୍ତୋଷ କୁମାର ପୃଷ୍ଟି, ଡଃ ଆଦ୍ୟା ଆନନ୍ଦିତା, ଏଲଟି ସମ୍ବିତ କୁମାର ମଲ୍ଲିକ, ପୂର୍ଣିମା ପଣ୍ଡା, ସାଗରିକା ସାମଲ, ସନ୍ଧ୍ୟା ରାଣୀ ଭୁତିଆ, ମୁନସଫ୍, ନିରଞ୍ଜନ ଜେନା ଯୋଗଦେଇ ରକ୍ତ ସଂଗୃହିତ କରିଥିଲେ। ଆମ ଓଡିଶା ସଂଯୋଜକ ବିଜୟ କୁମାର ସାହୁ ଶିବିର ପରିଚାଳନା କରିଥିଲେ ।

Live Share Market