
‘ଲାଇଅନ୍ସ କ୍ଲବ’ ତରଫରୁ ବ୍ୟାସନଗରରେ ମାଗଣା ସ୍ୱାସ୍ଥ୍ୟ ମେଳା
ବ୍ୟାସନଗର,୦୯/୦୯: ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ନନ୍ଦରାମ ବାଟିକାରେ ଆଜି ୦୯ ତାରିଖରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ୦୪ ଦିନ ଧରି ‘ଲାଇଅନ୍ସ କ୍ଲବ’ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ । ଆଜି ଏହାକୁ ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହାର ବିଶେଷ ସୁବିଧା ନେବାକୁ ଆୟୋଜକମାନେ କହିଛନ୍ତି ।
Live Share Market