ବ୍ୟାସନଗର ବ୍ୟାଙ୍କ କଲୋନି ଧର୍ମପରାୟଣ ମହିଳା ‘କୁମୁଦିନୀ ପଣ୍ଡାଙ୍କ’ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ବ୍ୟାସନଗର,୧୫/୮(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାଙ୍କ କଲୋନିର ଧର୍ମପରାୟଣ ମହିଳା ତଥା ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କୃତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ପଣ୍ଡାଙ୍କ ଧର୍ମପତ୍ନୀ ୰ ଶ୍ରୀମତୀ କୁମୁଦିନୀ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ତାଙ୍କ ବ୍ୟାଙ୍କ କଲୋନି ସ୍ଥିତ ବାସଭବନରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ତାଙ୍କର ସୁପୁତ୍ର ତଥା ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଯଥାବିଧି ମତେ ଶ୍ରାଦ୍ଧ କାର୍ଯ୍ୟ ସଂପାଦିତ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ୰ ଶ୍ରୀମତୀ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ଏଥିରେ ବ୍ୟାସନଗର ପୈାର ପରିଷଦର ଉପ-ନଗରପାଳ ସୁବାସ ଚନ୍ଦ୍ର ବଳ, ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. କୁଶ ଚନ୍ଦ୍ର ପ୍ରଧାନ, ରାଜ୍ୟ ଶିକ୍ଷକ ମହାସଂଘର ସଂପାଦକ ଡ଼ଃ. ଦୁଷ୍ମନ୍ତ କୁମାର ନାୟକ, ‘କେ. ଜେ ଇସ୍ପାତ’ର ପରିଚାଳକ ବସନ୍ତ କୁମାର ପଣ୍ଡା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅବସରପ୍ରାପ୍ତ ପରିଚାଳକ ଦାମୋଦର ପଣ୍ଡା ଓ ମୁରଲୀଧର ସାମଲ, ସ୍ଥାନୀୟ ଫେରୋକ୍ରୋମ କାରଖାନାର ଡି.ଜି.ଏମ ଇଂ. ଅଶୋକ କୁମାର ସାହୁ, ବରିଷ୍ଠ ଅଧିକାରୀ ଇଂ. ରଶ୍ମିରଂଜନ ବିଶ୍ୱାଳ, ଅର୍ଥ ବିଭାଗର ପରିଚାଳକ ହିରଣ୍ୟ ମହାନ୍ତି, ଅବସରପ୍ରାପ୍ତ ଅଧିକାରୀ ପରେଶ ଦାସ, ଅବସରପ୍ରାପ୍ତ ଡିଜିଏମ ନିରାକାର ନାୟକ, ଅବସରପ୍ରାପ୍ତ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଗୁଣନିଧି ବିଶ୍ୱାଳ, ପରମେଶ୍ୱର ଜେନା ଓ ବାବାଜି ଦାସ, ବରିଷ୍ଠ ଆଡ଼ଭୋକଟ ବିବେକାନନ୍ଦ ମହାନ୍ତି, ରଜତ କୁମାର ରାଉତ ଓ ଚନ୍ଦ୍ରଶେଖର ପଣ୍ଡା, ‘ରିଟ୍‌’ ସ୍କୁଲର ଅଧ୍ୟକ୍ଷ ଇଂ. ଦିଗନ୍ତ ରାଉତ, ଅଧ୍ୟାପକ ମହେନ୍ଦ୍ର ନାୟକ, ପ୍ରଫୁଲ୍ଲ ସାହୁ, ମଦନ ମୋହନ ସାହୁ, ଦିଲୀପ କୁମାର ଜେନା, କ୍ଷିତୀଶ କୁମାର ମହାପାତ୍ର, ଶ୍ରୀମନ୍ତ କୁମାର ନାୟକ, ଦେବୀ ପ୍ରସାଦ ଦାଶ, ପ୍ରାଧ୍ୟାପକ ମନୋଜ କୁମାର ମିଶ୍ର, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବାର୍ତା ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ, ଖଣି ପରିଚାଳକ ବିଭାସ ଚନ୍ଦ୍ର ମହାନ୍ତି, ‘କୁବେର ସମାଜ’ର ସଭାପତି ହୃଷିକେଶ ସାହୁ, ଡ଼ା. ବିକାଶ କୁମାର ନାୟକ, ଡ଼ା. ବୈଷ୍ଣବ ଚରଣ ସାହୁ, ନିରଞ୍ଜନ ମଲ୍ଲିକ, ବୀରକିଶୋର ସାହୁ, ସାମ୍ବାଦିକ ଅଭିମନ୍ୟୁ ମିଶ୍ର, ବି. ରାଜୁ, ନିତ୍ୟାନନ୍ଦ ମହାଳିକ, ଜ୍ଞାନ ରଂଜନ ରାଉତ, ପୁଲିନ ବିହାରୀ ଖୁଂଟିଆ, ଇଂ. ପ୍ରଭାକର ନାୟକ, ବିଶିଷ୍ଟ ବ୍ୟବସାୟୀ ମହେଶ୍ୱର ସାହୁ, ବିଜୟ କୁମାର ସାହୁ, ଦେବବ୍ରତ ସାହୁ, ରଂଜନ କୁମାର ସାହୁ, ନାରୀ ନେତ୍ରୀ ଶ୍ୱେତା ରାୟ, ଯୁବ ନେତା ଅନୂପ କୁମାର ନାୟକ, ଅରୁଣ କୁମାର ଦାସ, ପଣ୍ଡିତ ସରୋଜ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
     ଏହି ଶ୍ରାଦ୍ଧ ଉତ୍ସବରେ ୰ ଶ୍ରୀମତୀ ପଣ୍ଡାଙ୍କ ସ୍ୱାମୀ ଶ୍ୟାମସୁନ୍ଦର ପଣ୍ଡା, ଝିଅ ବସନ୍ତ ମଞ୍ଜରୀ ପଣ୍ଡା ଓ ପୁଷ୍ପମଂଜରୀ ପଣ୍ଡା, ଜ୍ୱାଇଁ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ରଥ ଓ ପୂର୍ଣ୍ଣଚନ୍ଦ୍ର ଶତପଥି, ପୂତ୍ର ବଧୂ ସତ୍ୟଭାମା ପଣ୍ଡା, ନାତି ଆର୍ଶିବାଦ ପଣ୍ଡା, ଅଂଶୁମାନ ପଣ୍ଡା, ଅର୍ନ୍ନଭ ଶତପଥି, ଦେବାଂଶ ଶତପଥି, ନାତୁଣୀ ହିରଣ୍ୟମୟୀ ରଥ ଓ କିରଣମୟୀ ରଥ, ବନ୍ଧୁ ରଘୁନାଥ ପାଢ଼ୀ, ରବୀନ୍ଦ୍ର କୁମାର ପଣ୍ଡା, ବିକାଶ କୁମାର ପାଣି ପ୍ରମୁଖ ଉପସ୍ଥିତ ରହି ଶ୍ରାଦ୍ଧ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close