ମାଉଣ୍ଟ ଲିଟେରା ଜି ସ୍କୁଲରେ ଶାନ୍ତି ଶୃଙ୍ଖଳା ଭାବେ ଛାତ୍ରଛାତ୍ରୀ ଙ୍କ ମନ୍ତ୍ରୀ ମଣ୍ଡଳ ନିର୍ବାଚନ ଅନୁଷ୍ଠିତ

ବ୍ୟାସନଗର; ୦୮/୦୮(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ମାଉଣ୍ଟ ଲିଟେରା ଜି ସ୍କୁଲରେ ଶାନ୍ତି ଶୃଙ୍ଖଳା ଭାବେ ଛାତ୍ରଛାତ୍ରୀ ଙ୍କ ମନ୍ତ୍ରୀ ମଣ୍ଡଳ ନିର୍ବାଚନ ଶନିବାର ବିଦ୍ୟାଳୟ ପରିସରରେ ସକାଳ ୯ ଘଟିକା ଠାରୁ ଆରମ୍ଭ ହୋଇ ଶତ ପ୍ରତିଶତ ମତଦାନରେ ଶେଷ ହୋଇଛି। ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ , ପ୍ରଧାନାଚାର୍ୟ ଡ଼ .ଏମ .ଏସ ପ୍ରଭାକରନ ନାୟର, ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପାଧ୍ୟକ୍ଷ ଆର ଏନ ରୟତ ସିଂ ,ଏକାଡେମୀକ ମୂଖ୍ୟ ବଲବୀର ସିଂ ଓ ସୋନିଆ ବେଦୀଙ୍କ ସହ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଛାତ୍ରଛାତ୍ରୀ ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close