
୰ ଗୈାରହରି କରଣଙ୍କ ୧ମ ଶ୍ରାଦ୍ଧ ଦିବସ ପାଳିତ
ବ୍ୟାସନଗର, ୦୯/୦୭(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁରରୋଡ ସ୍ଥିତ ଫେରୋକ୍ରୋମ କାରଖାନାର ପୂର୍ବତନ ଅଧିକାରୀ ୰ ଗୈାରହରି କରଣଙ୍କ ୧ମ ସାମ୍ବତ୍ସରିକ ଶ୍ରାଦ୍ଧ ଦିବସ ସ୍ଥାନୀୟ ମହତାବନଗର ସ୍ଥିତ ତାଙ୍କ ବାସଭବନରେ କିଛି ଦିନ ତଳେ ପାଳିତ ହୋଇଯାଇଛି । ଏଥିରେ ସହରର ବହୁ ବ୍ୟକ୍ତିବିଶେଷ, ତାଙ୍କ ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇ ୰ ଶ୍ରୀ କରଣଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୁତ୍ର ଶୁଭେନ୍ଦୁ (ମୁନା) ତାଙ୍କର କର୍ମକୁ ଯଥା ବିଧିମତେ ସଂପନ୍ନ କରିଥିଲେ ।
Live Share Market