ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ

କାମାକ୍ଷାନଗର ;୨୧/୦୬ (ଶୁଭେନ୍ଦୁ ନାୟକଙ୍କ ଠାରୁ ): କାମାକ୍ଷାନଗର ଉପ-କାରାଗାରରେ ଯୋଗ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ମୋଟ୧୦୮ ଜଣ ବିଚାରାଧୀନ କଏଦୀ ଙ୍କ ସହ ୧୨ ଜଣ ଜେଲ କର୍ମଚାରୀ ଙ୍କୁ ଯୋଗ,ପ୍ରଣାୟମ,ଧ୍ୟାନ ଓ ସତସଙ୍ଗ ଶିକ୍ଷା ଦିଆଯାଇଥିଲା।ସଂସ୍ଥା ର ବରିଷ୍ଠ ଯୋଗ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର୍ଷଣ ପଣ୍ଡା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଆୟୋଜିତ ସଭାରେ ଜେଲ ଅଧିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ସହୂ ଅଧକ୍ଷତା କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଜେଲର ଅନ୍ତବାସୀମାନେ ପୂର୍ଣ ରୂପେ ଉପଭୋଗ କରିଥିଲେ।ସମ୍ନାନିତ ଅତିଥି ଭାବେ ସ୍ଥାନୀୟ ଅକ୍ସିସ ବ୍ୟାଙ୍କ ର ପରିଚଳକ ଆଶୁତୋଷ ପାଳିତ,ଜେଲ ଉପାଧ୍ୟକ୍ଷ ବିଭୁ ପ୍ରସାଦ ପଲ ପ୍ରମୁଖ ଏହି ଅବସରରେ ନିଜର ବକ୍ତ୍ୟବ ପ୍ରଦାନ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close