ଆନନ୍ଦରେ ମନେଇଲେ ରଜ ମହୋତ୍ସବ

ମୟୁରଭଞ୍ଜ ; ୨୦/୦୬ (ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଧୀନ ପଡିଆବେଡା ଓ ଗହଣ୍ଡିଆ ଗ୍ରାମରେ ରଜ ମହୋତ୍ସବ ପାଳନ କରାଯାଇଥିଲା ।ଏଥିରେ ନାଚ ଗୀତର ଆୟୋଜନ କରାଯାଇଥିଲା ।ଏହି ଦୁଇଟି ଯାଗାରେ ପ୍ରାୟତଃ ୩୦ ବର୍ଷରୁ ଅଧିକ ଦିନ ହେବ ପୂରୁଣା ଅନୁଷ୍ଠାନ ।ସବୁ ବର୍ଷପରି ଏବର୍ଷ ମଧ୍ୟ ଭଲଭାବରେ ରଜ ମହୋତ୍ସବ ପାଳନ କରାଯାଇଥିଲା ।ଆଖପାଖ ଗାଁ ଲୋକଙ୍କ ର ସମାଗମ ହୋଇଥିଲା ।ତିନି ଦିନ ପର୍ଯ୍ୟନ୍ତ ଏହା ଅନୁଷ୍ଟିତ ହୋଇଥିଲା ।ଆମ ଓଡିଶା ରେ ବାର ମାସରେ ତେର ତେର ପର୍ବ, ତା ମଧ୍ୟରୁ ଆମେ ରଜ ଓ ମକରକୁ ବେଶି ଗୁରୁତ୍ବ ଦେଇଥାଉଁ ।ଏହି ମହୋତ୍ସବ ରେ ଗହଣ୍ଡିଆ ଗ୍ରାମର ଆୟୋଜକ ଭାବେ ଜଗ,କୁନା, ବାପି, ପ୍ରଦୀପ ଓ ରଜ କମିଟିର ସଦସ୍ୟାମାନେ ଯୋଗଦେଇ ଥିବାବେଳେ ଓ ପଡିଆବେଡା ଗ୍ରାମର ପ୍ରମୋଦ,ସୁରେଶ ଓ ରଜ କମିଟିର ସଦସ୍ୟା ମାନେ ମଧ୍ୟ ଯୋଗଦେଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close