ଜାତୀୟ ଲୋକ ଅଦାଲତ ୧୪ ତାରିଖରେ

ଯାଜପୁର, ୦୭/୦୫(ନି ପ୍ର ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଲୋକ ଅଦାଲତ ଯାଜପୁର ସହର ସ୍ଥିତ ସିଭିଲ କୋର୍ଟ ପରିସରରେ ଚଳିତ ମାସ ୧୪ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତରେ ବିଭିନ୍ନ ବକେୟା ମାମଲା ଗୁଡିକର ତ୍ୱରିତ ବିଚାର କରାଯିବାର ବ୍ୟବସ୍ଥା କରାଯିବ । ଏହାର ସପଂଳ ରୂପାୟନ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦକ ଅବଗତ କରାଇଚ୍ଥନ୍ତି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close