ମଂଜୁଲତା କହଁର ଭୁବନେଶ୍ୱର ମହାନଗର ନିଗମର ଡ଼େପୁଟି ମେୟର ହେଲେ

ଭୁବନେଶ୍ୱର, ୦୯/୪(ଦୀପ୍ତିମୟୀ ପଟ୍ଟନାୟକଙ୍କ ଠାରୁ): ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ୨୨ ନମ୍ବର ୱାର୍ଡ଼ର ବିଜେଡି କର୍ପୋରେଟର ମଂଜୁଲତା କହଁର ଡେପୁଟି ମେୟର ଭାବେ ପଦଭାର ଗ୍ରହଣ କରିଛନ୍ତି । ବିଭିନ୍ନ ମହଲରେ ତାଙ୍କର ବହୁ ପରିଚିତି ରହିଛି । ବିଏମସି ଅଂଚଳର ବହୁବିଧ ଉନ୍ନତି ସାଂଗକୁ ବସ୍ତି ଅଂଚଳର ବିକାଶକୁ ସେ ପ୍ରାଧାନ୍ୟ ଦେବେ ବୋଲି ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close