Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

‘ପାରାଦୀପ ରିଫାଇନରୀ’ର ‘ସତର୍କତା ସପ୍ତାହ-୨୦୨୦’ର ଶୁଭାରମ୍ଭ

ପାରାଦୀପ, ୨୭/୧୦(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ରିଫାଇନରୀ ମୁଖ୍ୟ ଟିଡିଭିଏସ୍ ଗୋପାଳକୃଷ୍ଣ ସତର୍କତା ସପ୍ତାହ-୨୦୨୦ର ପାଳନ ଅବସରରେ ସମସ୍ତଙ୍କୁ ସାଧୁତାର ସହ ଶପଥ ପାଠ କରାଇଥିଲେ । ଏହି ଅବସରରେ ପ୍ରତ୍ୟେକ ନିଜସ୍ୱ ଓ ବୃତ୍ତିଗତ ଜୀବନରେ ସାଧୁତା ଆଣିବା ଏବଂ ସଚ୍ଚୋଟତା ଉପରେ ଗୁରୁତ୍ୱାରୋପ କରିବା ସହ ଇଣ୍ଡିଆନ ଅଏଲ୍ ସବୁବେଳେ ଉଚ୍ଚ ମୂଲ୍ୟବୋଧରେ ବିଶ୍ୱାସ କରେ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ସପ୍ତାହ ପାଳନ ଅବସରରେ ବିଭିନ୍ନ ପ୍ରକାର କାର‌୍ୟ୍ୟକ୍ରମର ବ୍ୟବସ୍ଥା କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close