ଜୁନ୍ ୧୧ ତାରିଖରୁ ଓଡ଼ିଶାର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି ଓ ଏସ. ଇ. ବି. ସି)ଙ୍କୁ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଧୋକା ଓ ଧକ୍କା ଦିବସ୍ ଭାବେ ପାଳୁଛି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି 

କଟକ, (ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅନ୍ୟାନ୍ୟ ପଛୁଆବର୍ଗ ( ଓବିସି ଓ ଏସ. ଇ. ବି. ସି) ଛାତ୍ର ଛାତ୍ରୀ ୫୪ ପ୍ରତିଶତ ସଂରକ୍ଷଣ ଦେବା ରାଜ୍ୟ ସରକାରରେ ଖାଲିଥିବା ସମସ୍ତ ପଦ ପଦବୀରେ ୫୪ ପ୍ରତିଶତ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ର,ଛାତ୍ରୀ ଏବଂ ବେକାରୀ ବା ବେରୋଜଗାରୀ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାକୁ ଏବଂ ନୂତନ ୧୦( ଦଶ) ଲକ୍ଷ ୩ୟ ଶ୍ରେଣୀ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ପଦବୀ ସୃଷ୍ଟି କରି ଛାତ୍ର, ଛାତ୍ରୀ ଏବଂ ବେରୋଜଗାରୀ ଯୁବକ, ଯୁବତୀମାନଙ୍କୁ ନିଯୁକ୍ତି ଦେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ୍ ଓଡ଼ିଶାର ନୂତନ ଡବଲ ଇଞ୍ଜିନ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close