ବୈତରଣୀ ନଦୀରେ ବାରୁଣୀ ସ୍ନାନ ଉପରେ ଲାଗିଲା କଟକଣା ୧୪୪ ଧାରା ଜାରି


ଯାଜପୁର; ୨୮ା୦୩ (ନି ପ୍ର ): ଅଧିକ୍ଷଣଯନ୍ତ୍ରୀ ଜଳସେଚନ ବିଭାଗ, ଯାଜପୁରଙ୍କ ରିପୋର୍ଟ ଆଧାରରେ ଯାଜପୁର ସହର ସ୍ଥିତ ବୈତରଣୀ ନଦୀ ତଟରେ ବାରୁଣୀ ସ୍ନାନକୁ ଚଳିତ ବର୍ଷ ପାଇଁ ବନ୍ଦ ରଖାଯାଇଚ୍ଥି । ସପ୍ତ ମାତୃକା ମନ୍ଦିର ନିକଟରେ ସପ୍ତ ମାତୃକା ବ୍ୟାରେଜର ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ସନ୍ନିକଟ ନଦୀରେ ଗଭୀର ଜଳ ରହିଚ୍ଥି । ଯେଉଁଥିରେ ସ୍ନାନ ପାଇଁ ଜୀବନ ବିପଦସଙ୍କୁଳ ହୋଇପାରେ ବୋଲି ଅଧିକ୍ଷଣଯନ୍ତ୍ରୀ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଚ୍ଥନ୍ତି । ସେହି ଆଧାରରେ ଜନ ଜୀବନ ସୁରକ୍ଷା ପାଇଁ ବୈତରଣୀ ନଦୀ ସପ୍ତ ମାତୃକା, ବାରୁଣୀ ଘାଟ, ଦଶାଶ୍ୱମେଧ ଘାଟ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଚଳିତ ମାସ ୨୯ ଓ ୩୦ରେ ବାରୁଣୀ ମେଳା ସ୍ନାନ ପାଇଁ ଉପଜିଲ୍ଲାପାଳ ୧୪୪ ଧାରା ଜାରି କରିଚ୍ଥନ୍ତି । ଏହି ସମୟ ମଧ୍ୟରେ ବୈତରଣୀ ନଦୀର ଊପରୋକ୍ତ ସ୍ଥାନରେ ସ୍ନାନକୁ ବାରଣ କରାଯାଇଚ୍ଥି ବୋଲି ଊପଜିଲ୍ଲାପାଳ ଆଦେଶ କରିଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close