ପାର୍ବଣ ଋତୁରେ ବାଣ ପୁଂଟା ଓ ମାଇକ ବ୍ୟବହାର ଉପରେ କଟକଣା

ଯାଜପୁର: ପରିବେଶ ସୁରକ୍ଷା ଓ ଶବ୍ଦ ପ୍ରଦୂଷଣକୁ ରୋକିବା ଉପରେ ମାନ୍ୟବର ସୁପ୍ରିମ କୋର୍ଟ ଗୁରୁତ୍ୱ ଦେଇଚ୍ଥନ୍ତି । ତେଣୁ ଆଗାମୀ ପାର୍ବଣ ଋତୁରେ ବାଣ ପୁଂଟା ଓ ମାଇକ ବ୍ୟବହାର ଉପରେ କଟକଣା ଜାରି କରିଚ୍ଥନ୍ତି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ । ହାଇ ଡେସିବଲ ବା ଉଚ୍ଚ ଶବ୍ଦର ମାଇକ ବଜା ସହ ବାଣ ପୁଂଟା ଯୋଗୁଁ ପରିବେଶ ଉପରେ କୁପ୍ରଭାବ ପଡୁଚ୍ଥି । ଏହାଦ୍ୱାରା ବ୍ୟକ୍ତି ବିଶେଷ ଶିଶୁ, ବୟସ୍କ, ରୋଗୀଙ୍କ ସମେତ ଜୀବଜନ୍ତୁମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଚ୍ଥନ୍ତି । ତେଣୁ ପାର୍ବଣ ଋତୁରେ ବାଣପୁଂଟା ଓ ମାଇକ ବଜାଇବା ଉପରେ କଟକଣା ଲାଗୁ କରାଯାଇଚ୍ଥି ବୋଲି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଚ୍ଥି । ତେଣୁ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି, ବିଭିନ୍ନ ପୂଜା କମିଟିର କର୍ମକର୍ତା, ପଦାଧିକାରୀ ଏହାକୁ କଡାକଡି ଭାବେ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଚ୍ଥି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close