ପାର୍ବଣ ଋତୁରେ ବାଣ ପୁଂଟା ଓ ମାଇକ ବ୍ୟବହାର ଉପରେ କଟକଣା
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର: ପରିବେଶ ସୁରକ୍ଷା ଓ ଶବ୍ଦ ପ୍ରଦୂଷଣକୁ ରୋକିବା ଉପରେ ମାନ୍ୟବର ସୁପ୍ରିମ କୋର୍ଟ ଗୁରୁତ୍ୱ ଦେଇଚ୍ଥନ୍ତି । ତେଣୁ ଆଗାମୀ ପାର୍ବଣ ଋତୁରେ ବାଣ ପୁଂଟା ଓ ମାଇକ ବ୍ୟବହାର ଉପରେ କଟକଣା ଜାରି କରିଚ୍ଥନ୍ତି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ । ହାଇ ଡେସିବଲ ବା ଉଚ୍ଚ ଶବ୍ଦର ମାଇକ ବଜା ସହ ବାଣ ପୁଂଟା ଯୋଗୁଁ ପରିବେଶ ଉପରେ କୁପ୍ରଭାବ ପଡୁଚ୍ଥି । ଏହାଦ୍ୱାରା ବ୍ୟକ୍ତି ବିଶେଷ ଶିଶୁ, ବୟସ୍କ, ରୋଗୀଙ୍କ ସମେତ ଜୀବଜନ୍ତୁମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଚ୍ଥନ୍ତି । ତେଣୁ ପାର୍ବଣ ଋତୁରେ ବାଣପୁଂଟା ଓ ମାଇକ ବଜାଇବା ଉପରେ କଟକଣା ଲାଗୁ କରାଯାଇଚ୍ଥି ବୋଲି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଚ୍ଥି । ତେଣୁ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି, ବିଭିନ୍ନ ପୂଜା କମିଟିର କର୍ମକର୍ତା, ପଦାଧିକାରୀ ଏହାକୁ କଡାକଡି ଭାବେ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଚ୍ଥି ।