ବ୍ୟାସଭୂମି ଆଶ୍ରମର ଅନାଥ କୁନି କୁନି ଅନ୍ତବାସୀ ମାନଙ୍କ ସହିତ ସ୍ୱାଧୀନତା ଦିବସ ପାଳିତ

ଯାଜପୁର ରୋଡ ; ୧୫/୦୮ (ଶୁଭେନ୍ଦୁ ନାୟକଙ୍କ ଠାରୁ) : ବ୍ୟାସସନଗର ମୁନିସିପାଲଟିର ଅଗ୍ରଣୀ ସମାଜସେବୀ ସଂସ୍ଥା ଆଶା ଅଭିଳାସାର ଯୁବ କର୍ମକର୍ତା ମାନଙ୍କ ଦ୍ୱାରା ୭୫ତମ ସ୍ୱାଧୀନତା ଦିବସ ରେ ବ୍ୟାସଭୂମି ଆଶ୍ରମର ଅନାଥ କୁନି କୁନି ଅନ୍ତବାସୀ ମାନଙ୍କ ସହିତ ସ୍ୱାଧୀନତା ଦିବସ ପାଳନ କରିଥିଲେ ।ଭଗବାନ ପଣ୍ଡା,ବିରଞ୍ଚି ନାରାୟଣ ସାହୁ,ଚକ୍ରଧର ଦାସ,ମାମୁନି ବେହେରା,ପୂଜା ନାୟକ,ସସ୍ମିତା ମହାରଣା,ଦୀପ୍ତିମୟୀ ପଣ୍ଡା,ଚିନ୍ମୟ ସହୂ,ଇନ୍ଦ୍ରମଣି ଗଗରାଇ ଓ ରାଜେଶ ରଞ୍ଜନ ଦାଶ ପ୍ରମୁଖ ଅନ୍ତବାସୀ ମାନଙ୍କୁ ମିଷ୍ଠାନ ବାଣ୍ଟି ଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close