“ମେ ଆଇ ହେଲ୍ପ ୟୁ ମୋ ପରିବାର” ସାମାଜିକ ସଂଗଠନ ତରଫରୁ “ଗୋଟାଏ ବୃକ୍ଷ ଗୋଟାଏ ଜୀବନ” ସନ୍ଦେଶ ବାର୍ତା

ବାଲେଶ୍ୱର/ଜଳେଶ୍ୱର;୧୮/୦୬ ( ବ୍ରଜ ଗୋପାଳ ସେନଙ୍କ ଠାରୁ ): ଗୋଟାଏ ବୃକ୍ଷ ଗୋଟାଏ ଜୀବନ ଏହି ସନ୍ଦେଶ ବାର୍ତାକୁ ନେଇ ଆଗେଇ ଆସିଛନ୍ତି ଜଳେଶ୍ୱରର ସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁ ମୋ ପରିବାର ଅନେକ ସାମାଜିକ ସଂଗଠନ ଅନେକ କାଯ୍ୟକ୍ରମ କରନ୍ତି କିନ୍ତୁ ଏହି ସାମାଜିକ ସଂଗଠନ ଏମିତି ଏକ ବାର୍ତା ସଂଗଠନର ବାର୍ଷିକ ଉତ୍ସବରେ ଲୋକଙ୍କୁ ସଚେତନତା  କରାଯାଇଛି।  ଏଥି ସହ କୋରାନ ମହାମାରୀରେ ଅକ୍ସିଜେନ କମି କମି ଯାଉଛି ଏବଂ ଲୋକଙ୍କ ମୁର୍ତ୍ତୃ ହାର ବଡ଼ିବାରେ ଲାଗିଛି ଏହି ଅଭାବକୁ ଲଖ୍ୟ କରି ସଂଗଠନର ବାର୍ଷିକ ଉତ୍ସବ ତରଫରୁ ତିନିସହ ପଂଷଠି ଗଛ ଜଳେଶ୍ୱର ବଡବଜ଼ାର ଠାରେ ଯିବା ଆସିବା ଲୋକଙ୍କୁ ବଣ୍ଟନ କରାଯାଇଅଛି ସଂଗଠନ ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱର ବାସୀ ଅତ୍ୟନ୍ତ ଖୁସି ସହକାରେ ଗ୍ରହଣ କରି ସଂଗଠନର ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ । ଏହି କାଯ୍ୟକ୍ରମରେ ଜଳେଶ୍ୱର ଆଇ ଆଇ ସି ପର୍ଶୁରାମ ସାହୁ, ଉପଦେଷ୍ଟା ବୃନ୍ଦ ମନୋରଞ୍ଜନ ପ୍ରଧାନ, ନରହରି ବେହେରା, ସାନ୍ତୁନୁ ସେନାପତି, ଚନ୍ଦନ ଦାସ ସଂଗଠନର ମୁଖ୍ୟ ଜଗନ୍ନାଥ ପରିଡା, ଦେବବ୍ରତ ପଣ୍ଡା,ଆଶୁତୋଷ ଘୋଷ,କିଶୋର ସାହୁ, ଶ୍ରୀମାରାଣୀ ହୁଈ, ବରୁଣ ଜେନା,ଶୁଚିସ୍ମିତା ପ୍ରଧାନ,ଅଲ୍ଲେନ ଘୋଷ, ସତ୍ୟବ୍ରତ ପ୍ରାମାଣିକ, ରମେଶ ଜେନା, ବିଜୟ କୁମାର ସାମଲ,ସତ୍ୟରଞ୍ଜନ ପ୍ରଧାନ, ସଂଜୀବ ପାତ୍ର, ରଞ୍ଜନ ପାତ୍ର,ତରଣୀ କର, ଏମ ଡି ରାଜୁ,ଜ୍ୟୋସ୍ନାରାଣୀ ମହାନ୍ତି ଉପସ୍ଥିତ ରହି ସଂଗଠନ ତରଫରୁ ସହଯୋଗ କରିଥିଲେ। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close