ବର୍ଷିଆନ ଶିକ୍ଷକଙ୍କ ପରଲୋକ

ଯାଜପୁରରୋଡ଼; ୨୮/୦୪ (ଉ.ପ୍ର) ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସ୍ବର୍ଗତ ଯତୀନ ମୋହନ ମିଶ୍ରଙ୍କ ଜ୍ୱାଇଁ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଶତପଥୀଙ୍କ ଯାଜପୁର ରୋଡ଼ ନିକଟସ୍ଥ ଖଣ୍ଡୁଆଳି ଗ୍ରାମରେ ତାଙ୍କ ବାସଭବନରେ 62ବର୍ଷରେ ପରଲୋକ ଘଟିଛି। ସେ ଏକା ଧାରାରେ ଜଣେ ଦରଦୀ, ଆଧ୍ୟାତ୍ମିକବାଦୀ, ପରୋପକାରୀ, ସମାଜସେଵୀ ତଥା ବିଶିଷ୍ଟ କର୍ମକାଣ୍ଡବିତ ଭାବରେ  ଆଖ ପାଖରେ ବେଶ ଜଣାଶୁଣା ଥିଲେ। ତାଙ୍କର ଶିକ୍ଷକତା ଜୀବନରେ ସେ କେବେ ପଛଘୁଞ୍ଚା ନ ଦେଇ ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଲାଉ ଥିଲେ।  ସେ ତାଙ୍କ କର୍ମମୟ ଜୀବନ ଭିତରେ ବହୁ ଧାର୍ମିକ କାର୍ଯ୍ୟ କରି ବହୁ ଅନୁଷ୍ଠାନ ରୁ ପ୍ରଶଂସା ପତ୍ର ଗୋଟାଇ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସାନଭାଇ. ସାନବୋହୁ, ପୁଅ, ବୋହୁ, ଝିଅ,ଜ୍ୱାଇଁ,ଭଣଜ, ଭାଣିଜୀ ଉପସ୍ଥିତ ଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close