ବ୍ୟାସନଗରରେ ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ
ବ୍ୟାସନଗର,୦୬/୪(ବସନ୍ତ କୁମାର ପାତ୍ରଙ୍କ ଠାରୁ): ବ୍ୟାସନଗର ସହରର କୋପଣ୍ଡରେ ବିଜେପିର କିଛି ବରିଷ୍ଠ କର୍ମକର୍ତା ୪୧ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି । ସନ୍ଧ୍ୟା ୦୬ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ପ୍ରସନ୍ନ ସାମଲ, ବିଜୟ କୁମାର ପଣ୍ଡା, ପଦ୍ମନାଭ ମଲ୍ଲିକ, ବେଣୁଧର ବାରିକ, ବସନ୍ତ ଜେନା, ଅକ୍ଷୟ ମୁଦୁଲି, ନିରଞ୍ଜନ ସାମଲ, ଅମର ରାଓ, ବାବୁ ରାଉତ, ଗଂଗାଧର ଶତପଥି, ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
Live Share Market