ଭୋଲା ଭଣ୍ଡାରୀ ଅନ୍ମଦାତା ଗ୍ରୃପ ତରଫରୁ ଅସହାୟଙ୍କୁ ଖାଦ୍ୟ ବଣ୍ଟନ

ବାଲେଶ୍ୱର/ଜଳେଶ୍ୱର; ୧୮/୦୩ (ବ୍ରଜ ଗୋପାଳ ସେନଙ୍କ ଠାରୁ) ଭୋଲା ଭଣ୍ଡାରୀ ଅନ୍ମଦାତା ଗ୍ରୃପ ତରଫରୁ  କାର୍ଯ୍ୟକ୍ରମ  ମଙ୍ଗଳବାର ଜଳେଶ୍ୱର ପୁରୁଣିଆ ବଜାର , ବାସନ୍ତୀ ପଡିଆ ସ୍ଥିତ ରବିନ୍ଦ୍ର ନାଥ ବେରା (ରବି ବାବୁ)ମାଈକ୍ରପାଥୋଲୋଜୀର ମାଲିକ  ଅନ୍ନଦାତା ସାଜିଥିଲେ। ଅନ୍ନଦାତା ଗ୍ରୁପର ଅନ୍ନ ଗ୍ରାହୀତା ଦୁସ୍ଥ , ଗରିବ ମାନଙ୍କୁ ସେ ଅନ୍ନଦାନ କରିଛନ୍ତି। ଅନ୍ନଦାତା ଗ୍ରୁପ ତରଫରୁ ତଥା ଅନ୍ନ ଗ୍ରାହୀତା ଦୁଃଖି ଆତ୍ମା ମାନଙ୍କ ତରଫରୁ ସ୍ନେହ , କରୁଣା ଭରା ଆଶୀର୍ବାଦ ତାଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରିବା ସହିତ ତାଙ୍କ ପରିବାର ପାଇଁ ପରମାତ୍ମା ଭୋଲା ଭଣ୍ଡାରୀ ଶିବଙ୍କ ପାଖରେ ସମସ୍ତେ ପ୍ରାଥନା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close