ଭାରତୀୟ ଜନତା ପାର୍ଟିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବାଲେଶ୍ୱର/ବସ୍ତା;୨୪/୦୨:( ମୃତ୍ୟୁଞ୍ଜୟ ବାରିକଙ୍କ ଠାରୁ) ଭାରତୀୟ ଜନତା ପାର୍ଟିର ପ୍ରଶିକ୍ଷଣ ଶିବିର ପାଉଁଶକୁଲି ମଣ୍ଡଳ. ବସ୍ତା ବ୍ଲକ ପାଉଁଶକୁଲି ମଣ୍ଡଳର ସଭାପତି ଶ୍ରୀଯୁକ୍ତ ପ୍ରକାଶଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରଶିକ୍ଷଣ କେନ୍ଦ୍ରକୁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନାଥ ମହାନ୍ତି, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ମହାପାତ୍ର ,ଆଦିତ୍ୟ ଭାଇ, ମାନସ ଦାସ, ରାମ ବେଶରା, ଆଦି ମହାଜ୍ଞାନି ଏବଂ ରାଜନୈତିକ ବ୍ୟକ୍ତି ଯୋଗ ଦେଇ ଭାରତୀୟ ଜନତା ପାର୍ଟିର କର୍ମୀ ମାନଙ୍କୁ ବିଭିନ୍ନ ପ୍ରକାର ନୀତି ବାଣୀ ଏବଂ ରାଜନୀତିର କୌଶଳ ଶୁଣାଇଥିଲେ।
Live Share Market